Grow... And Shine ✨
"ଥାଏ ଏମିତି କିଛି ଲୁହ, ହୃଦୟରୁ କାଢେ କୋହ; କିଛି ପିଇଯାଏ ଓଠ, କିଛି ଧରେ ଶୂନ୍ୟ ବାଟ।।"
ଜୀବନ ସରିଯିବ, ଲେଖା ସରିବନି ସମୟ ବିତିଯିବ, ଦେଖା ସରିବନି ତୁମେ ସବୁବେଳେ ଖୁସିରେ ରୁହ, ଏହି ଭାବନା ମୋ ମନରୁ ଯିବନି, ଜୀବନ ସରିଯିବ, ଲେଖା ସରିବନି ସମୟ ବିତିଯିବ, ଦେଖା ସରିବନି