पता है मुझे कल से सब बदल जायेगा , जब तुम किसी और के हो जाओगे | बस एक आखरी बार…… वोह सारे हक़ दे दो , मुझे … जो किसी और के हो जायेंगे | बस एक आखरी बार…… जी लेने दो मुझे तुम्हारे संग , फीर कभी ये पल मिले ना मिले | @निरुपमा
ସେଇ ସମ୍ପର୍କ କ୍ଷଣ ସ୍ଥାୟୀ, ଯେଉଁଥିରେ ଥାଏ ସ୍ୱାର୍ଥ | ସେଇ ସମ୍ପର୍କ ଚିର ସ୍ଥାୟୀ, ଯେଉଁଥିରେ ଭରି ରହିଥାଏ...... ଭଲ ପାଇବାର ସାଥେ ବିଶ୍ୱାସ | @ନିରୁପମା..
ସମ୍ପର୍କ ସେତେବେଳ ପର୍ଯ୍ୟନ୍ତ ଭଲ ଥାଏ, ଯେତେ ପର୍ଯ୍ୟନ୍ତ ସେଥିରେ ସ୍ୱାର୍ଥ ଲୁଚି ରହିଥାଏ| ସ୍ୱାର୍ଥ ସରିଗଲା ପରେ......... କାହିଁକି କେଜାଣି ସେଇ ସମ୍ପର୍କ ବୋଝ ହେଇଯାଏ | @ନିରୁପମା
ଅଜବ ଏ ଦୁନିଆ ସତେ....... ସ୍ୱାର୍ଥ ରଖି ଯିଏ ଭଲ ପାଏ, ସେ ଖୁସିରେ ରୁହେ | ନିଃସ୍ଵାର୍ଥରେ ଯିଏ ଭଲ ପାଏ, ହୃଦୟ ଟା ତାର ହିଁ ଭାଙ୍ଗି ଥାଏ | 😭😭😭 @ ନିରୁପମା ଗିରି.....
छुपा भी ना सकूँ , बता भी ना सकूँ , बताऊँ तो भी .. कैसे बताऊँ , गर ...... सुनने वाला ही , जमकर दर्द दे जाये तो | # निरुपमा