Sudesna Swain
Literary Captain
27
Posts
1
Followers
1
Following

None I am a student

Share with friends
Earned badges
See all

ପ୍ରେମର ସମୁଦ୍ରେ ମୁଁ ଏକୋଇ ନାଉରୀ ପ୍ରେମର ନୌକାରେ ଯାତ୍ରୀ କେହିନାଇଁ କେମିତି ପାରି କରିବି ବିଶାଳ ସମୁଦ୍ରେ ମୋ ପ୍ରେମର ନୌକାରେ ନାହିଁ ମୋର ପ୍ରିୟତମ

ପ୍ରେମର ସମୁଦ୍ରେ ମୁଁ ଏକୋଇ ନାଉରୀ ପ୍ରେମର ନୌକାରେ ଯାତ୍ରୀ କେହିନାଇଁ କେମିତି ପାରି କରିବି ବିଶାଳ ସମୁଦ୍ରେ ମୋ ପ୍ରେମର ନୌକାରେ ନାହିଁ ମୋର ପ୍ରିୟତମ

ପ୍ରେମର ବିରହ ବିଷରେ ମୁଁ ଜଳୁଛି ମୋତେ ଏକା କରି ତୁମେ ଚାଲିଗଲ କେମିତି ବଞ୍ଚିବି ମୋର ପ୍ରିୟତମ ତୁମ ବିନା ମୋର ହୃଦୟ ଜର୍ଜରିତ ଭୁଲି ପାରିବିନି ତୁମର ସେଇ ଅଲିଭା ପ୍ରେମକୁ ଭୁଲିପାରିବିନି ତୁମ ସହ ବିତାଇ ଥିବା କେଇଟା ମୁହୂର୍ତକୁ

Feed

Library

Write

Notification
Profile