I'm Susanta and I love to read StoryMirror contents.
Share with friends
Once I visited Sharma's Clinic. Consulted Dr Sharma. After a few days, somewhere I came across Dog's Clinic, but Doctor was somebody else!
ଭାଷା ଦିବସ ପାଳନ କଲେ ଭାଷା ବଞ୍ଚିବ ନାହିଁ। ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେଇଦେଲେ ଭାଷା ବଞ୍ଚିବ ନାହିଁ। ଭାଷାକୁ ବଞ୍ଚେଇବାକୁ ଚେଷ୍ଟା କଲେ ଭାଷା ବଞ୍ଚିବ।
ପିଲାବେଳେ ବାଥରୁମ ନଥିଲା, ଗାଧେଇବା ପାଇଁ ଗାଡ଼ିଆ ପୋଖରି ବୁଲି ବୁଲି ଗାଧେଇବା ପାଇଁ ଯାଉଥିଲୁ। ଏବେ ସମୟ ବଦଳି ଯାଇଛି, ଘରେ ଗାଧୁଆ ଘର ତିନିଟା, ପିଲାମାନେ ତିନିଦିନରେ ଥରେ ଗାଧୋଉଛନ୍ତି।