Shantanu Bhoi
Literary Colonel
28
Posts
29
Followers
4
Following

ଜନ୍ମ-୧୪/୦୩/୨୦୦୦।ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି।

Share with friends

ହିମଗିରି ଚଢ଼େ ଶୀତୁଆ ସକାଳେ ଶିହରୀ ଉଠଇ ମୋହରି ପଦ ତଥାପି ମୁଁ ପ୍ରିୟା ଲଙ୍ଘେ ହିମଗିରି ଶୁଣେ ଯେବେ ତୁମ ପଦ ପୟର ନାଦ। ✍️ଶାନ୍ତନୁ ଭୋଇ

ମୁଁ ତୁମର ସେଇ ଵେସୁରା ବଇଁଶୀ କୁ ତୁମେ ହେଲା ମୋର ସୁର ସଙ୍ଗିନୀ କୋଇଲି ସୁର ବି ପଡିଯାଏ ଫିକା ତୁମ ଆଗେ ମୋର ମାନସ ରାଣୀ। ✍️ଶାନ୍ତନୁ ଭୋଇ

ଶୁଆ ଶାରୀ ର ସେଇ ରଙ୍ଗୀନ ଆଳାପ ସତେ କି ପ୍ରିୟା ଗୋ ଯାଇଛି ହଜି ସ୍ମୃତି ଫଳକ ରେ ସବୁ ବିଛେ଼ଇଲି ପ୍ରିୟା ତୁମର ସେ ପ୍ରେମ ପୀରତି ନ ପାଇଲି ଖୋଜି। ✍️ଶାନ୍ତନୁ ଭୋଇ

ଝାଉଁ ବଣେ ବଣେ ଯାଉଥିଲି ଦିନେ ମେଘ କି ଆସିଲା ଘୋଟି ଢାଳି ଦେଲା ସେ ତ ଅମାପ ବାରିଦ ସତେ କି ଦେଲା ସେ ବରଷା ଭେଟି। ✍️ଶାନ୍ତନୁ ଭୋଇ

ଦିବସ ରଜନୀ କିଛି ମୁଁ ଜାଣେନି ତୁମ କଥା ଭାବି ଭାବି ଫୁଲ ରାଇଜ ର ତୁମେ ପରୀ ଗୋ ପ୍ରିୟା ନିଇତି ମୋ ମନେ ଆଙ୍କେ ତୁମ ପ୍ରତିଛବି। ✍️ଶାନ୍ତନୁ ଭୋଇ

ବାର ମାସେ ତେର ପରବ୍ ସେଥିନେ ଆଏସି ନୂଆଖାଇ, ଦୁଲକି ଯାଏସି ନୂଆଖାଇ ଭେଟଘାଟ ନାଚଲେ ଡାଲଖାଇ। ✍️ଶାନ୍ତନୁ ଭୋଇ

ଧନ୍ୟ ତୁମେ ପାର୍ବତୀ ସୂତ ତମେ ହେ ଧନ୍ୟ ତୁମେ ଗଜାନନ ଏତିକି କରୁଛି ଜଣାଣ ତୁମକୁ ଦିଅ ମୋତେ ବିଦ୍ୟା ଧନ। ✍️ଶାନ୍ତନୁ ଭୋଇ

କର୍ମମୟ ଏହି ମନୁଷ୍ୟ ଜୀବନ ଧର୍ମମୟ ଏବେ ସଂସାର କିଏ କହେ ହିନ୍ଦୁ କିଏ କହେ ମୁସଲିମ କରି ଧର୍ମେ ମିଥ୍ୟା ପ୍ରଚାର। ✍️ ଶାନ୍ତନୁ ଭୋଇ

ଧନ୍ୟ ହେ ବୀର ସପୂତ ତୁମେ ହେ ଧନ୍ୟ ତୁମ ଜନ୍ମଦାତା କର୍ଗିଲ୍ ବିଜୟ ଗାଥା ମର୍ମେ ଆଜି ଆପେ ନଇ ଯାଏ ମଥା। ✍️ଶାନ୍ତନୁ ଭୋଇ


Feed

Library

Write

Notification
Profile