ପାଇବାର ସୁଖ ଯଦି ହରାଇବାର ଦୁଃଖ ଠୁଁ ବଳିଯାଏ, ତା'ହେଲେ ସେ ପାଇବାର ମୂଲ୍ୟ ନ ଥାଏ......
ବାସ୍ତବତା ହିଁ ପ୍ରକୃତ ସତ୍ୟ
ଯାହାକୁ ସାମ୍ନା କରିବା କଷ୍ଟ.....
ସମାଜରେ ବଞ୍ଚିବା ପାଇଁ ଅର୍ଥ ନୁହେଁ
ଭଲ ମଣିଷ ଲୋଡ଼ା,
ଦୀର୍ଘଦିନ ବଞ୍ଚିବା ପାଇଁ ଯୌବନ ନୁହେଁ
ପ୍ରତିଭା ଲୋଡ଼ା...
ଭଙ୍ଗା ହୃଦୟକୁ ଯୋଡ଼ିବା ପାଇଁକି
ଦୁଆରେ ଅତିଥି ହେଲ
ମୁଠା ମୁଠା ସ୍ୱପ୍ନ ଆଞ୍ଜୁଳିରେ ଭରି
ମୋ ହାତେ ବଢ଼ାଇ ଦେଲ,
ପ୍ରଥମେ ନିଜକୁ ବିଶ୍ୱାସ କରିବା ଉଚିତ ତାପରେ ଭଗବାନଙ୍କୁ....