Chandramani Kandi
Literary Captain
11
Posts
0
Followers
0
Following

I'm Chandramani and I love to read StoryMirror contents.

Share with friends

ଜଣେ ଦେହ ତ ଜଣେ ଛାଇ ଜଣେ ନିଶ୍ବାସ ତ ଜଣେ ପ୍ରଶ୍ୱାସ ମା ବିନା ଘର ଅନ୍ଧାର ବାପା ବିନା ଦୁନିଆ ଅନ୍ଧାର ବାପା ମା ବିନା ଜୀବନ ଅନ୍ଧାର

ଗୁଣୁଗୁଣୁ ହେଇ ମହୁମାଛି ଟିଏ ଗାଉଥାଏ ସଦା ଗୀତ, ଫୁଲ ଚାରିପାଖେ କିଗୀତ ଗାଉଛି କହି ପାରିବ କି ମିତ ?

କନ୍ଦେଇବା ସମସ୍ତଙ୍କୁ ଆସିଥାଏ ହସେଇବାବି ସମସ୍ତଙ୍କୁ ଆସିଥାଏ ଯିଏ କନ୍ଦେଇକି ମନେଇ ନିଅନ୍ତି ସେ ହେଲେ ବାପା... ଆଉ ଯିଏ କନ୍ଦେଇକି ନିଜେ କାନ୍ଦି ପକାନ୍ତି ସେ ହେଲେ ମାଆ...


Feed

Library

Write

Notification
Profile