ଦିନ ଥିଲା କେହି ଜଣେ ମୋ ସହ କଥା ହେବା ପାଇଁ ପାଗଳ ହୋଇଯାଉଥିଲା କେଜାଣି ସେଦିନ ହଠାତ କୁଆଡେ ଉଭେଇ ଗଲା ଏବେ ତ ସେ ଟିକେ ସମୟ ପାଉନି ମତେ ଟିକେ ମନେ ପକାଇବାକୁ ସତରେ ସମ୍ପର୍କ ପୁରୁଣା ହେଲେ ନା ସମସ୍ତେ ବଦଳି ଯାଆନ୍ତି ଯେମିତି ତମେ ବଦଳି ଗଲ.....
किसका मजबूरी का फायदा मत उठाना क्यूंकि जिंदगी आपको मौका देती हे तो धोका भी दे सकता हे... ध्यान रखना....
ଭାବିଥିଲି ଆଜି ମୁଁ ମୋ ମନ ଭିତରର ସବୁ ଦୁଃଖ ଦରଦ କହିଦେବି ତୁମକୁ କିନ୍ତୁ ଏତେ ନିର୍ଦୟ ତୁ କି ଥରୁଟିଏ ପଚାରିଲୁନି ଆଜି ଏତେ ନୀରବ କାହିଁକି ଅଛ ବୋଲି....
This luck is also very strange Out of the thousands of people in this world Only one likes this heart But ironically He is only in the heart Can't tell if it's lucky or not.....
ଏ ଭାଗ୍ୟଟା ବି ବଡ ଅଜବ ଏ ଦୁନିଆର ହଜାରେ ଭିଡ ଭିତରୁ ଏ ହୃଦୟଟା କେବଳ ଜଣକୁ ହିଁ ପସନ୍ଦ ଆସେ କିନ୍ତୁ ବିଡ଼ମ୍ବନାର ବିଷୟ ସେ ଜଣକ କେବଳ ହୃଦୟରେ ହିଁ ଥାଏ ଭାଗ୍ୟରେ ଅଛି କି ନାହିଁ କହି ହେବନି.....

ଟାଉଟର ଚଟୁକାର ଓ ପ୍ରତାରଣା ର କଳାକୁ ଆଜିକାର ବର୍ତ୍ତମାନର ଯୁଗରେ ବୁଦ୍ଧିମାନ ବୋଲି କୁହାଯାଏ ..... ଠିକ୍ କହିଲି ନା....