Prasant Kumar Nath
Literary Brigadier
AUTHOR OF THE YEAR NOMINEE - 2018 & 2019

227
Posts
286
Followers
0
Following

ପ୍ରେମ ଏକ ଗୋଲାପ ଫୁଲ ସଦୃଶ । ତୋଳି ପାରିଲେ ଭଲ ନହେଲେ କଣ୍ଟାର ଆଘାତ ପାଇବା ହିଁ ସାର ହେବ ।

Share with friends
Earned badges
See all

ନିଜ ଖୁସି ପାଇଁ ଅନ୍ୟକୁ କଷ୍ଟ ଦିଅନି l ଅନ୍ୟର ଖୁସି ପାଇଁ ନିଜେ କଷ୍ଟ ସାହିବଟି ହିଁ ନିଜର ମହାନତା l

ବେଳେ ବେଳେ ତୁମେ ମଜାରେ ମଜାରେ କହୁଥିବ କଥା ଗୁଡିକ ବି ଅନ୍ୟକୁ ଆଘାତ ଦେଇପାରେ l ତେଣୁ କିଛି କହିବା ପୂର୍ବରୁ ସ୍ଥାନ,କାଳ,ପାତ୍ର ଇତ୍ୟାଦି ଉପରେ ଧ୍ୟାନ ଦେବା ଉଚିତ l


Feed

Library

Write

Notification
Profile