write with Pabitra
Share with friends
ତମେ ଆଜିବି ମୋ ସହ ସପିଂ ଯିବନି ନା! ମାନୁଛି ଆମେ ସ୍ତ୍ରୀ ମାନେ ଟିକେ Irrited କରୁ, ତୁମେ ପୁଅମାନେ କ'ଣ ଏମିତି ସବୁବେଳେ ବ୍ୟସ୍ତ ଥାଅ, ଆମ ପାଇଁଁ ଟିକେ ସମୟ ବାହାର କରି ପାରିବନି ଆମେ ତ କେବଳ ତମଠୁ ଟିକେ ସମୟ ଚାହୁଁ କେବଳ Wallet ଧରେଇଦେଲେ ହେଇଯାଏନି
ସେ ଦିନର କଥା ତୁ ମନେ ରଖିଛୁ ନା ବର୍ଷା ସରିଗଲା ପରେ କେମିତି ସେ ଗଛ ତଳେ ପତ୍ର ଉପରେ ସଜେଇ ହୋଇ ରହିଥିବା ବର୍ଷା ବିନ୍ଦୁକୁ ତୋ ଦେହରେ ମୁଁ ଛିଞ୍ଚି ଦେଉଥିଲି ❤️
ତୋ ପାଇଁ ମୁଁ କଥା କହିବା ବନ୍ଦ କରି ଦେଇଥିଲି କାରଣ ତୋତେ କଥା ଭଲ ଲାଗୁନଥିଲା ଏବେ ଏବେ ଜାଣିଲି ତୋତେ ଆଉ କାହା କଥା ଭଲ ଲାଗିଲାଣି କିନ୍ତୁ ମୁଁ ଆଜି ବହୁତ ଖୁସି କାରଣ ତୋତେ କଥା ଭଲ ଲାଗିଲାଣି @ପବିତ୍ର
ତୋ ପାଇଁ ମୁଁ କଥା କହିବା ବନ୍ଦ କରି ଦେଇଥିଲି କାରଣ ତୋତେ କଥା ଭଲ ଲାଗୁନଥିଲା ଏବେ ଏବେ ଜାଣିଲି ତୋତେ ଆଉ କାହା କଥା ଭଲ ଲାଗିଲାଣି କିନ୍ତୁ ମୁଁ ଆଜି ବହୁତ ଖୁସି କାରଣ ତୋତେ କଥା ଭଲ ଲାଗିଲାଣି @ପବିତ୍ର