Shibanand Banchhor
Literary Colonel
43
Posts
147
Followers
13
Following

I'm Shibanand and I love to read StoryMirror contents.

Share with friends
Earned badges
See all

ତୁମକୁ ଦେଖେ ସେ ଜହ୍ନରାତ୍ରିର ସୁନେଲି ଜ୍ୟୋସ୍ନାରେ ଶରତର ସେ ପୁନେଇ ରାତିରେ ନିର୍ମଳ ଆକାଶର ଅଙ୍କିତ ଚିତ୍ରରେ ହେଲେ ତୁମେ ଲୁଚିଚାଲ ବାଦଲର୍ ଉହାଡରେ ଆଉ ମୁଁ ଖୋଜି ଚାଲେ ମୋ ମନ ପବନ ଘୋଡାରେ ଆଉ ଆମ ପ୍ରେମ ଚାଲିଥାଏ ତା ପ୍ରେମପଥରେ ।।

ନିସ୍ତବ୍ଧ ରାତ୍ରିରେ କେବେ କେବେ ସୃଷ୍ଟି ହୁଏ ଧକ୍ ଧକ୍ କରୁଥିବା ଜୀବନ ଧ୍ବନି ମୋ ହୃଦୟର ପ୍ରଗାଢ ଗ୍ବହର ତଳେ ଜୀଇଁବାର ଲକ୍ଷ୍ୟ ନେଇ ତୁମ ସ୍ମୃତିର ତାଳେ ତାଳେ ।।


Feed

Library

Write

Notification
Profile