Rishab K.
Literary Brigadier
161
Posts
0
Followers
0
Following

I am an aspiring writer, storyteller, poet and voice over artist. authour of "नज़्म खयालों के.." ,which is available on Amazon Kindle. author of "Golden Goal", which is available on the pencil app. Poet in अमर उजाला काव्य मंच. SWA affiliated writer and screenplay maker. love hindi and urdu... Read more

Share with friends

युगों के अनुरूप ये सर्वत्र काम आने लगे हैं। पहले मंत्र, फिर तंत्र और अब षडयंत्र काम आने लगे हैं।।

ନୀରବ ରାତିର ଶୂନ୍ୟତା ଭିତରେ ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ। ଆଖି ତଳେ ନିଦ ଆସେ ନାହିଁ ଜମା କଡ଼ ଲେଉଟାଇ ରାତି ସରେ।।

ଭଲ ପାଇବାର ଜଳନ୍ତା ଯୁଇରେ ଜଳି ନାହିଁ କେବେ ଯିଏ। ସେ କାହୁଁ ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲ ପାଏ।।

ମୁଁ ଯଦି ଦୀପର ଶିଖା ହୁଏ, ତୁମେ ଝଡ଼ର ପବନ। ତୁମେ ଆସି ଥରେ ବହି ଗଲା ପରେ, ମୁଁ ନ ଥିବି ଆଉ ଏଇ ଦୁନିଆରେ। ମୋର ତୁମର କାହାଣୀ ପ୍ରେମର, ଆରମ୍ଭରୁ ଅବସାନ।।

ମୁଁ ଯଦି ଦୀପର ଶିଖା ହୁଏ, ତୁମେ ଝଡ଼ର ପବନ। ତୁମେ ଆସି ଥରେ ବହି ଗଲା ପରେ, ମୁଁ ନ ଥିବି ଆଉ ଏଇ ଦୁନିଆରେ। ମୋର ତୁମର କାହାଣୀ ପ୍ରେମର, ଆରମ୍ଭରୁ ଅବସାନ।।

ଭଲ ପାଇବାର ଜଳନ୍ତା ଜୁଇରେ, ଜଳି ନାହିଁ କେବେ ଯିଏ। ସେ କାହୁଁ ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲ ପାଏ।।

ଭଲ ପାଇବାର ଜଳନ୍ତା ଜୁଇରେ, ଜଳି ନାହିଁ କେବେ ଯିଏ। ସେ କାହୁଁ ବୁଝିବ ପତଙ୍ଗ କାହିଁକି ଜଳିବାକୁ ଭଲ ପାଏ।।

अकेली खड़ी रही मेरी वफा राहें इश्क़ पर, उसे कोई दार ना मिला। सब मरहम-ए-मोहब्बत लगा कर चले गए, कोई सच्चा यार ना मिला।।

बदला सा है तुम्हारा लहज़ा, बताना क्या बात हो गई। लगता है किसी रकीब से तुम्हे भी मोहब्बत हो गई।।


Feed

Library

Write

Notification
Profile