I am a writer. The value of dreams is more than real to me.
Share with friends
ସମୟ ସର୍ବଦା ମଣିଷକୁ ଦିଏ ଜୀବନର ମହା ଶିକ୍ଷା। ସମୟ ଆସିଲେ ରାଜା ମହାରାଜା ମାଗନ୍ତି ଦାଣ୍ଡରେ ଭିକ୍ଷା।। ଜାହାକୁ ଭାବିବ ସବୁଠୁ ନିଜର ପ୍ରଥମେ ଦେବ ସେ ଧୋକା। ଦୁର୍ବଳତା ଦେଖି ଆମ ଏ ସଂସାର ମରଦକୁ କହେ ଛକା।।
ସନ୍ଦେହ ଏକ କୁହୁଡି ପୋଡ଼ି ଦିଏ ସେ ପ୍ରେମ ବଉଳ ସନ୍ଦେହ କଳାପାହାଡ଼ ଭାଙ୍ଗି ଦିଏ ସମ୍ପର୍କ ଦେଉଳ। ସୃଜଇ ଏମିତି ଭ୍ରମ ସୁଖ ସଲିଳ ଲାଗେ ଦୁଃଖ ଅନଳ।।