Girija Prasanna Prusty
Literary Colonel
24
Posts
45
Followers
0
Following

କବିତାକୁ ଭଲପାଉଥିବା,,,,ଶବ୍ଦରେ ବଞ୍ଚୁଥିବା ମୁଁ ଗୋଟେ ସାଧାରଣ ମଣିଷ,,,।

Share with friends
Earned badges
See all

ଖାଲି ମୋ ପାଇଁ ଅଟକେନି ସମୟ ତା ପାଇଁ ବି ଅଟକି ଯାଏ। ଖାଲି ମୋ ହାତ ଜଳିନି ସିଗ୍ରେଟରେ ତା' ତର୍କାରୀ ବି ବେଳେବେଳେ ଜଳିଯାଏ । ଚଣ୍ଡୀଙ୍କ ପରି ଖାଲି ଫୋନ୍-ରେ ହୁଏ ଯିଏ ପାଖରେ ଥିଲା ବେଳେ, ସୁନା ପିଲା ହେଇଯାଏ ।

जब इल्म होगा तब देर है जाएगा मोहबत का एक इमारत ढेर हो जाएगा । आज वक्त है.. तो बता देता हूँ उन्हें बिना पानी का खिलता ए शहर सहरा हो जाएगा ।

Jalne do kuch aur din sahi Badhne do thodi aur tanhai Bund bund ashkon ko pi.kar to dekho Dhund dhund jugnuko chhukar to dekho Manzil ekk he...Hum kitna duur.. Kahan he andhera.. Kahan kitna noor..

କେତେ ରାଗ ରୁଷା କେତେ ଅଭିଯୋଗ ଅଭିମାନ ମୋ ପାଖକୁ ନେଇ ଆସିଥିଲା.. ନିର୍ଦୟୀ ମୁଁ ଚୁମିଦେଲି ତା ମଥାକୁ.. ନିମିଷକେ ନିଆଁ ରୁ ସେ ପାଣି ହେଇଗଲା । ଆଉ ମୁଁ ବୁଡ଼ିଗଲି ।

ସଂସାର ଯାକ ଦେଇପାରେ କ୍ଷତ ଏକା..କୁଣ୍ଢେଇ ଧରେ ବନ୍ଧୁ... ସବୁ ତିକ୍ତତା ତା ଆଗେ ତୁଚ୍ଛ.. ତା' ସାଙ୍ଗେ ଖାଇଲେ ସବୁ ପିତା ହୁଏ ମଧୁ.. ସବୁ ରୋଗ ପାଇଁ ଗୋଟିଏ ଓଷଦ ବନ୍ଧୁ...।

ତୁ ଚାଲୁଛୁ..? ଦୌଡ଼ୁଛୁ... ଉଡ଼ୁଛୁ...?? ଯାହାବି କର... ମୁକ୍ତି ନାହିଁ ତୋର... ବାହାରି ପାରିନୁ ତୁ... ମୋରି ଭିତରେ ଅଛୁ....।

ଫୁଲ ଦବା ବୟସ ଗଲାଣି... ଚୁମା ଦବା ବୟସ ବି...। ଏବେ ତ ରକ୍ତ ଦବା ବୟସ ଆସିଛି.. ବଡ଼ ହବା ବୟସ ବି....।.

ଜେଯାଏଁ ହୋଇନି ହତ୍ୟା,,, ସେଯାଏଁ ସିଏ ବିଶ୍ୱାସ,,, ଥରୁଟିଏ ଗଲେ ମରି,, ନିମିଷେ ପାଲଟେ,, ମନ ମଶାଣିରେ ପାଉଁଶ,,,। ✍ଗିରିଜା ପ୍ରସନ୍ନ ପୃଷ୍ଟି

ତୋ ଓଠ କୁ ମୁଁ,,, ଯେତେ ଯେତେ ଥର ଛୁଇଁଛି,,, ସେତେ ସେତେ ଥର ତେଜିଛି ପ୍ରାଣ,, କରିଛି ଆତ୍ମହତ୍ୟା,,,। ତୁ କି ଜାଣୁ,,,!! ତୋ ଓଠରୁ ଅମୃତ ପିଇ,,, କେତେ କେତେ ଥର ମରିଛି,,, ମୋ ଜୀବନର ସବୁ ସତ୍ତା,,,।


Feed

Library

Write

Notification
Profile