Anujhansi Palai
Literary Captain
66
Posts
7
Followers
41
Following

ନୂଆ ସଦର୍ଶ୍ୟ ମୁଁ ଏ ପରିବାର ର

Share with friends

ଦୁନିଆରେ ସେଇମାନେ ଧନୀ ନୁହଁନ୍ତି, ଯାହା ଙ୍କ ପାଖେ ଧନ ଥାଏ। ଧନୀ ତ୍ ସେଇମାନେ ଯୋଉ ମାନଙ୍କ ପାଖେ ତାଙ୍କ ମିତ୍ରତା ଥାଏ

କ୍ରୋଧ ଆମର ସବୁ ସମୟ ର ଶତ୍ରୁ ହୋଇ ନଥାଏ । ବେଳେବେଳେ ଆମ କ୍ରୋଧ ହିଁ ଆମ ଲକ୍ଷ ହାସିଲ କରାଇବାରେ ସାହାଯ୍ୟ କରେ ଆମକୁ ।

ତୁମକୁ ମନେ ପକାଉଛି ତେଣୁ ତ ମୋ ଲୁହ ଝରୁଛି ତୁମ କଥା ମନେ ପଡୁଛି ତେଣୁ ତୁମ ପୁରୁଣା ଫୋଟୋ କୁ ଦେଖିଛି

ତୁମକୁ ମୁଁ ମନେ ପକାଉଛି,ତେଣୁ ତ୍ ରାତି ଅଧେ ଲୁହ ଦୀପ ରେ ଜାଗର ମୁଁ ଜଳୁଛି।

ଶରୀର ର ଫିଟନେସ ସହ ମନ ର ଫିଟନେସ ବହୁତ୍ ଆବଶ୍ୟକ। ନଚେତ୍ ଆମେ ଶରୀର ରୁ ସୁନ୍ଦର୍ କିନ୍ତୁ ମନ ରୁ ଦୁଃଖୀ ରହିବା ସର୍ବଦା

Feed

Library

Write

Notification
Profile