ଦୁନିଆରେ ସେଇମାନେ ଧନୀ ନୁହଁନ୍ତି, ଯାହା ଙ୍କ ପାଖେ ଧନ ଥାଏ। ଧନୀ ତ୍ ସେଇମାନେ ଯୋଉ ମାନଙ୍କ ପାଖେ ତାଙ୍କ ମିତ୍ରତା ଥାଏ
କ୍ରୋଧ ଆମର ସବୁ ସମୟ ର ଶତ୍ରୁ ହୋଇ ନଥାଏ । ବେଳେବେଳେ ଆମ କ୍ରୋଧ ହିଁ ଆମ ଲକ୍ଷ ହାସିଲ କରାଇବାରେ ସାହାଯ୍ୟ କରେ ଆମକୁ ।
କ୍ରୋଧ ଆମର ସବୁ ସମୟ ର ଶତ୍ରୁ ହୋଇ ନଥାଏ । ବେଳେବେଳେ ଆମ କ୍ରୋଧ ହିଁ ଆମ ଲକ୍ଷ ହାସିଲ କରାଇବାରେ ସାହାଯ୍ୟ କରେ ଆମକୁ ।
ଶରୀର ର ଫିଟନେସ ସହ ମନ ର ଫିଟନେସ ବହୁତ୍ ଆବଶ୍ୟକ। ନଚେତ୍ ଆମେ ଶରୀର ରୁ ସୁନ୍ଦର୍ କିନ୍ତୁ ମନ ରୁ ଦୁଃଖୀ ରହିବା ସର୍ବଦା