Santanu Bisoi
Literary Colonel
AUTHOR OF THE YEAR 2019 - NOMINEE

125
Posts
120
Followers
0
Following

I'm Santanu and I love to read StoryMirror contents.

Share with friends
Earned badges
See all

ଭଗବାନଙ୍କ ଆଶୀର୍ବାଦ ନିଜ ରୂପପରିବର୍ତ୍ତନ କରି ଆପଣଙ୍କ ପାଖକୁ ଆସେ,କେବେ ସାମାଜିକ ଦୁରତା ତ' ଆଉ କେବେ ନାଶାରେ ମୁଖା ହୋଇ।କେବେ ସଙ୍ଗରୋଧ ତ ଆଉ କେବେ ଶ୍ରୀୟାଚଣ୍ଡାଳୁଣୀର ସଫାସୁତୁରା ଭିତରେ।ପ୍ରଭୁଙ୍କ ଏହି ଅମୂଲ୍ୟ କୃପା ଆପଣ ଆପଣେଇ ନେବେ କି ପ୍ରତ୍ୟାଖ୍ୟାନ କରିବେ, ତାହା ଆପଣଙ୍କ ଉପରେ ନିର୍ଭର କରେ।5

#COVID19 ସେଇ ପର୍ଯ୍ୟନ୍ତ ଆପଣଙ୍କ ଘରକୁ ଆସି ପାରିବ ନାହିଁ, ଯୋଉ ପର୍ଯ୍ୟନ୍ତ ଆପଣଙ୍କ ବାହାରକୁ ଯାଇ ତାକୁ ନିମନ୍ତ୍ରଣ କରି ନ ଆଣିଛନ୍ତି। Be at home, Oust "COVID19".

"ମାତୃ ଜଗତର ଅନୁକମ୍ପା ନେଇ ଭିନ୍ନ ଲଢେଇ ଲଢ଼ିବା ଏକ" ନାରୀ ସମ୍ମାନେ ସଂସ୍କୃତି ଉତ୍ଥାନେ ସେଇ ହେବ ଆମ ଜାତିର ଟେକ।। 🌷🙏🌷

ଗୋଟିଏ ଡାକ୍ତରୀ ଗବେଷଣା ଅନୁସାରେ କରୋନା ଭୁତାଣୁ ୪୦ଡିଗ୍ରୀ ତାପମାତ୍ରାରେ ବଞ୍ଚି ରହି ପାରନ୍ତି ନାହିଁ। 🥱 🥱 କାହିଁ, ଏମିତି ନ'ହେଉ ଗ୍ରୀଷ୍ମ ଅବକାଶ ପାଇଁ ଦାରିଙ୍ଗି ବାଡ଼ି ବା କୌଣସି ଶୈଳନିବାସ ନ ଯାଇ, ପର୍ଯ୍ୟଟକ ମାନେ ଟିଟିଲାଗଡ଼ ଦର୍ଶନରେ ବାହାରି ଯାଆନ୍ତୁ। 😂😂😂


Feed

Library

Write

Notification
Profile