@sangram-keshari-nayak

sangram keshari nayak
Literary Colonel
3
Posts
0
Followers
0
Following

I'm sangram keshari and I love to read StoryMirror contents.

Share with friends

ଦୁନିଆରେ ସବୁଠୁ ବଡ଼ ଗୁରୁ ହେଲା ସମୟ ଯିଏକି ସମୟ ଅତିକ୍ରାନ୍ତ କରୁ କରୁ ସବୁକିଛି ଶିଖାଇଦେଇଥାଏ ସମୟ ବଡ଼ ବଲଵାନ, ଯେମିତି ଭଲ ସମୟ ଆସିଲେ ମାଟି ମଧ୍ୟ ସୁନା ହୋଇ ଯାଏ ସମୟ ଖରାପ ପଡିଲେ ସୁନା ବି ମାଟି ହୋଇଯାଏ ମୋ ଭାବନା,ମୋ ଜୀବନ କୁ କିଏ କିଏ ଆସିବ ଆଉ କିଏ କିଏ ମୋତେ ଛାଡିଯିବେ ତାହା ନିହାତି ସମୟ ଧାର୍ଯ୍ୟ କରିଥାଏ l କିନ୍ତୁ ସେମାନେ କେମିତି ମୋ ସହ ସମ୍ପର୍କ ରଖିବେ ତାହା ସମୟ ସହ ମୋ ବ୍ୟବହାର ଠିକ କରିଥାଏ

ସବୁ କିଛି ରେଟ୍ ବଢିଗଲା କିନ୍ତୁ ଦିଆଁସିଲ ଆଜି ଵି ଏକ ଟଙ୍କା ରେ ଅଟକି ରହିଛି.... ଜାଣିଛନ୍ତି କାହିଁକି...??? କାହିଁକିନା ନିଆଁ ଲଗେଇବାଵାଲା ଙ୍କର ମୂଲ୍ୟ କେବେ ଵି ବଢେ ନାହିଁ...


Feed

Library

Write

Notification
Profile