Truth is only best way for Life। ସବୁକିଛି ଆମ ଭିତରେ ଅଛି, କିନ୍ତୁ ଆମେ ସବୁ ବାହାରେ ଖୋଜୁଛୁ। All reality inside us. but we can't understand it,only search seriously in outside. ବାହାରେ କିଛି ନାହିଁ ଖାଲି ପାଣି, ପବନ ଆଉ ଆକାଶ। ହୃଦୟ ର ଶାନ୍ତି ହିଁ ଜୀବନ ବଂଚିବାର ମାର୍ଗ।
Share with friendsଅନ୍ୟର ଚାଲିଚଳଣି ଓ ବ୍ୟବହାରରେ ଅତିଷ୍ଠ ହେବା ଆଦୌ ଉଚିତ ନୁହେଁ। ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ଆମେ ମାନେ ସୁବିଧା ସୁଯୋଗ ପଛରେ ଧାଇଁ ଧାଇଁ ନୟାନ୍ତ ହୋଇପଡୁ। ତଥାପି ମଣିଷର ମନ ସବୁବେଳେ ଅନ୍ୟର ଭଲମନ୍ଦ ରେ ଲାଖି ରହିଥାଏ। ଅନ୍ୟର ଭଲ ଓ ସଫଳତାରେ ଟିକିଏ ଇର୍ଷାପରାୟଣ ହୁଏ।ଅନ୍ୟର ଭଲଗୁଣ ରେ ପ୍ରଶଂସା ବଦଳରେ ଇର୍ଷା କରିବାରେ ଲାଗେ। ଏହା ସମାଜ ପାଇଁ ଉଦ୍ଦିଷ୍ଟ ନୁହେଁ। ସମର ବଲ୍ଲଭ ଭୋଇ
ଅନ୍ୟ ମାନଙ୍କୁ ପରିବର୍ତ୍ତନ କିମ୍ବା ବଦଳାଇବା ପରିବର୍ତ୍ତେ , ନିଜକୁ ପରିବର୍ତ୍ତନ ବା ବଦଳାଇବା ସବୁଠୁ ଏକ ସ୍ବତନ୍ତ୍ର ମାଧ୍ୟମ, ଏହା ହିଁ ସମାଜ ପାଇଁ ଉତ୍ତମ ଆଚରଣ। ସମର ବଲ୍ଲଭ ଭୋଇ
समय हमें दिखाता है और सिखाता है, लेकिन हम जो करते हैं, वह समय बस नज़रअंदाज़ करके चला जाता है। भमर बल्लभ भोइ
ସବୁ ଆରମ୍ଭ ର ଗୋଟିଏ ଶେଷ ଅଛି, ସବୁ ହୃଦୟ ରେ ଗୋଟିଏ ବାସ୍ତବତା ଅଛି, ହେଲେ ଆମେ ସମସ୍ତେ ବାସ୍ତବତା ଠାରୁ ଦୁରରେ କାହିଁକି? ସମର ବଲ୍ଲଭ ଭୋଇ
ପରିବାର ହିଁ ବିଶ୍ଵାସର ଆଶ୍ରୟ ସ୍ଥଳ। ବିଶ୍ବାସ ବଜାଇ ରଖିବା ଉଚିତ । ପିତା ମାତା ଚଳନ୍ତି ଠାକୁର, ବାହାର ପୁଜା ରେ ସମୟ ବ୍ୟର୍ଥ ନକରିବା ଭଲ।