Sabyasachee Pradhan
Literary Lieutenant
AUTHOR OF THE YEAR 2020 - NOMINEE

6
Posts
2
Followers
0
Following

Story Teller ,Script Writer,Song writer &Motivational Speaker

Share with friends

ଅତୀତର ପାଦଚିହ୍ନ ବେଳେ ବେଳେ ଏମିତି ଅଲିଭା ହେଇ ଯାଏ ଯେ.. ହୃଦୟ ନାବିକ ସ୍ମୃତିର ତୀରରେ ଜୀବନ ନୌକାରେ ବସି ବାସ୍ ଜଣକୁ ହିଁ ଖୋଜି ଚାଲେ ପ୍ରତିଧ୍ବନିତ ପୁରୁଣା ପଥରେ । ସକାଳର ସୁନେଲି କିରଣବି ଗୋଧୂଳିର ବରଫ କାକର ପରି ପଲକରେ ତମ କ୍ଷୀଣ ଝଲକ ଜ୍ୟୋସ୍ନାର ବିଭୋରରେ ଚାନ୍ଦିନୀର ଡିମି ଡିମି ଆଲୁଅ ପାଲଟି ଯାଏ ।

ମୁଁ ସେଦିନ ବି ନୀରବ ଥିଲି ଆଉ ଆଜିବି ନୀରବ ଅଛି , ଯଦି ବୁଝିପାରୁଥିବତ ଥରେ ଏ ମୋର ନୀରବତାକୁ ବୁୁୁଝିନିିିଅ..... ତୁମେ ତୁୁମ ସବୁ ପ୍ରଶ୍ନର ଉତ୍ତର ପାଇଯିବ । ସବୁ ପ୍ରଶ୍ନର ଉତ୍ତର ଥିବ ତାର ତାର କିଛି ମାନେ ନାହିଁ, କିଛି ପ୍ରଶ୍ନ ନିଜେ ହିଁ ନିଜର ଉତ୍ତର..... ଠିକ୍ ତୁମ ପରି

"ସବୁ ସ୍ବପ୍ନ ସତ ହେଇନଥାଏ, କିଛି ଅଧା ଲେଖା କାହାଣୀ ହେଇ ସ୍ମୃତିର ପୃଷ୍ଠାରେ ଜୀବନ ସାରା ରହିଥାଏ।"


Feed

Library

Write

Notification
Profile