Sudhansu Sekhar Jena
Literary Captain
18
ପୋଷ୍ଟସ୍
0
ଅନୁସରଣକାରୀ
0
ଅନୁସରଣ କରୁଛନ୍ତି

pyaar karane vaala bano jindagee ka maja le rahe hain...

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

Red, green, yellow, and blue ... the color of Holi reminds me of my village's Dol purnima 'because, like them, I will not be alive, and as long as I live I will fill my face with all the colors of life.

କୁହାଯାଏ, ଏକ ଗଛ କ୍ଷମତା ଉପରେ ଯଦି ଅଧିକ ଫଳ ଦିଏ! ତା ଶାଖା ଭାଙ୍ଗିବା ଆରମ୍ଭ କରିଥାଏ, ଏବଂ ମନୁଷ୍ୟକୁ ତା ମୂଲ୍ୟଠାରୁ ଯଦି ତୁମେ ଅଧିକ୍ ଭଲ ପାଇବା ଆରମ୍ଭ କରି ଦେବ ସେହି ସମ୍ପର୍କଗୁଡିକ ମଧ୍ୟ ଭାଙ୍ଗିବା ର ଆଶଙ୍କା ଥାଏ, ଫଳାଫଳ ଗଛ ଧୀରେ ଧୀରେ ଫଳରୁ ବଞ୍ଚିତ କରାଏ ଏବଂ ମଣିଷ ସମ୍ପର୍କରୁ ହିଁ ବଞ୍ଚିତ କରିଥାଏ |

କାହାକୁ କାହିଁକି କେତେବଳେ କେଉଁଠାରେ କଣ କହିବାର ଅଛି ଯଦି ଆମକୁ ଜଣା ଅଛି ତେବେ ଆମେ ନିଶ୍ଚୟ ଆଗକୁ ବଢ଼ି ପାରିବା।

ଜୀବନ ରେ ନିଶା କରିବା ନିହାତି ଦରକାର, କିନ୍ତୁ ମଦ ନୁହେଁ ନିଜର କର୍ମ କୁ ନିଜର ନିଶା ଓ ପେଶା କର।


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍