ଶିକ୍ଷାଗତ ଯୋଗ୍ୟତା - ବି.ଏସ୍.ସି , ଡିପ୍ଳୋମା , ପି.ଜି.ଡି.ସି.ଏ ( କଂପ୍ୟୁଟର ), ଓଡିଆରେ ଡି.ଟି.ପି । ଋଚି - ସାହିତ୍ୟ ପତ୍ର ପତ୍ରିକା ପଢିବା, ନୀୟମିତ ଗଳ୍ପ ଓ ପ୍ରବନ୍ଧ ଲେଖିବା ଇତ୍ୟାଦି । ୧୧. ସାହିତ୍ୟିକ ପୁରସ୍କାର - ବି.ଏସ୍.ସି ପଢୁଥିବାବେଳେ ସାଇନ୍ସ ସୋସାଇଟ୍... Read more
Share with friends
ଭାଲେନଟାଇନ୍ ଦିବସଟି ଶାଶ୍ୱତ ପ୍ରେମର ପ୍ରତୀକ ଭାବେ ପ୍ରତୀୟମାନ ହୋଇଥାଏ । ଯାହା ଜିଓଫ୍ରେ ଚସର୍ଙ୍କର ଚତୁର୍ଦ୍ଦଶ ଶତାବ୍ଧୀର ବଳୟ ଭିତରେ ଆବଦ୍ଧ ଯେତେବେଳେ ଏହା ଦେଶର ପ୍ରଥା ଅନୁସାରେ ମନରେ ପ୍ରେମ ଧାରଣା ଉଜ୍ଜିବୀତ କରିଥାଏ ।
ସ୍ୱାସ୍ଥ୍ୟ ଦୁନିଆରେ ସବୁଠାରୁ ମୂଲ୍ୟବାନ ସଂପଦ ହେଉଛି ସ୍ୱାସ୍ଥ୍ୟ । ଏହାକୁ ନଷ୍ଟ କରିଦେବା ଯେତିକି ସହଜ, ଗଢିବା ସେତିକି କଷ୍ଟ ।
ସାହିତ୍ୟ ପୁରସ୍କାର ଆଶାରେ ସାହିତ୍ୟ ସର୍ଜନା କରାଯାଇ ନଥାଏ । ଓଡିଆ ସାହିତ୍ୟକୁ ଆହୁରି ମଜଭୂତ କରିବା ସବୁ ଓଡିଆଙ୍କ କର୍ମ ଓ ଧର୍ମ ।
ଅନୁଭୂତି ନିଜର ଅନୁଭୂତିକୁ ପାଥେୟ କରି ଆଉ ଗୋଟେ କିଛି ନୂଆ ସୃଷ୍ଟି କରି ହେବ । ଅନୁଭୂତିପୂର୍ଣ୍ଣ ଜୀବନ ପ୍ରତିଟି କ୍ଷେତ୍ରରେ ବାସ୍ତବତାର ରୂପ ନେଇଥାଏ ।
କ୍ରୋଧ କ୍ରୋଧର ବଶବର୍ତୀ ହୁଅ ନାହିଁ । କ୍ରୋଧୀ ମଣିଷ, ପଛରେ ସଦାବେଳେ ପଶ୍ଚାତାପ କରିଥାଏ । ତେଣୁ ଏହାଠୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ।