Prasanna Kumar
Literary Captain
10
Posts
7
Followers
1
Following

None

Share with friends
Earned badges
See all

ସମ୍ପର୍କ ର ଶିଖା ! ତମେ ଜଳେଇଲ ଲୁହରେ କୋହରେ, ଦେଖି ଯା ଆସି ଥରେ.... ଲିଭେଇ ଦେଇ ଯା ସ୍ମୃତିର ନିଆଁକୁ ଶେଷ ଶ୍ରାବଣ କୁ ଡାକି ସାଙ୍ଗରେ..... || @ପ୍ରସନ୍ନ କୁମାର

ପ୍ରିୟତମା ତୁମେ ସ୍ମିତ ହାସ୍ୟ ପ୍ରତ୍ୟୁଷ ମୁଁ ଝରା ଶେଫାଳି ର ବାସ୍ନା | ଛିଞ୍ଚି ଦିଅ ଥରେ ପ୍ରେମ ପ୍ରୀତିର କାକର ମେଣ୍ଟି ଯାଉ ହୃଦ ତୃଷ୍ଣା..... || -ପ୍ରସନ୍ନ କୁମାର


Feed

Library

Write

Notification
Profile