Jemanta Sahu
Literary Captain
12
Posts
1
Followers
2
Following

❤️ସାହିତ୍ୟ ପ୍ରେମୀ❤️

Share with friends
Earned badges
See all

କେଡେ ଅଜବ ସତେ ତୋ ! ଜୀବନରେ ଯେଉଁ ଘଟଣା କୁ ମୁଁ ମନେ ରଖିବାକୁ ଚାହୁଁଛି ତାହା ମୋର ମନେ ପଡୁନି। ଆଉ ମୁଁ ଯାହା ଭୁଲିବାକୁ ଚେଷ୍ଟା କରୁଛି ତାହା ବାରମ୍ବାର ମନେପଡିଯାଇ ମତେ କଷ୍ଟ ଦେଉଛି। ✍️ ଯେମନ୍ତ ସାହୁ

ଆଜିକା ଦିନରେ ଲୋକ ମାନଙ୍କ ମନରୁ ଭରସା,ବିଶ୍ୱାସ ସବୁ ତୁଟିବାକୁ ଲାଗିଛି। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ବିଶ୍ୱାସରେ ହିଁ ବିଶ୍ଵ ପରିଚାଳିତ। ତେଣୁ ଦୟାକରି କାହାର ବିଶ୍ୱାସ ଓ ଭରସାକୁ ଭାଙ୍ଗିବାକୁ ଦିଅନାହିଁ।

ଏଦୁନିଆ ଟା ସତରେ କେଡେ ବିଚିତ୍ର ନା। ଏଠି ତୁମେ ଯାହାକୁ ନିଜର ବୋଲି ଭାବୁଥିବ,ସେ ହିଁ ତମକୁ ପଛପଟୁ ଛୁରାଘାତ କରି ଚାଲିଯିବ। ଆଉ କେତେକ ସ୍ଥଳରେ ତୁମେ ଯାହାକୁ ପର ବୋଲି ଭାବୁଥିବ ସେ ତୁମକୁ ସାହାଯ୍ୟର ହାତ ବଢେଇବ।

ଏଦୁନିଆ ଟା ସତରେ କେଡେ ବିଚିତ୍ର ନା। ଏଠି ତୁମେ ଯାହାକୁ ନିଜର ବୋଲି ଭାବୁଥିବ,ସେ ହିଁ ତମକୁ ପଛପଟୁ ଛୁରାଘାତ କରି ଚାଲିଯିବ। ଆଉ କେତେକ ସ୍ଥଳରେ ତୁମେ ଯାହାକୁ ପର ବୋଲି ଭାବୁଥିବ ସେ ତୁମକୁ ସାହାଯ୍ୟର ହାତ ବଢେଇବ।

ସମସ୍ତେ କହନ୍ତି ମନ ଏକ ଲଗାମ ବିହୀନ ଘୋଡ଼ା। ତାକୁ ଆୟତ୍ତରେ ରଖିବା କାଠିକର ପାଠ। କିନ୍ତୁ ବନ୍ଧୁଗଣ ଆମକୁ ବିବେକ ରୂପକ ଲଗାମକୁ ପ୍ରୟୋଗକରି ତାକୁ ଆୟତ୍ତରେ ଆଣିବାକୁ ହେବା। ନଚେତ୍ ଏହାର ପରିଣାମ ଭୟଙ୍କର ହୋଇପାରେ।

Feed

Library

Write

Notification
Profile