ନିଜେ ପରିଶ୍ରମ ନ କରି ସଫଳତା ଆଶାକରିବା ବୃକ୍ଷ ତଳେ ଶୋଇରହି ମୋ ଖାଇବା ଖାଦ୍ୟ ମୋ ପାଟି ରେ ଆସି ଭରିହୋଇଯିବ ଓ ମୋ ପେଟ ପୁରାହେବ ଏମିତି ଭାବନା ସହ ସମାନ l
** ସୌରଭ **
କଠିନ କାର୍ଯ୍ୟ ବି ଅଭ୍ୟାସ ବଳରେ
ସହଜ ହୋଇ ଯେ ଥାଏ
ସହଜ କାର୍ଯ୍ୟ ବି ଅଳସୁଆ ହେଲେ
କଠିନ ଲାଗିଣ ଯାଏ l
( ସୌରଭ )
ଯଦି ଶିଖିବା ମନୋବୃତ୍ତି ଅଛି ତେବେ ଛାତ୍ରୀ ଛାତ୍ରୀ ମାନେ ପ୍ରଶ୍ନ ପଚାରିବା ଶିଖନ୍ତୁ ?
(ସୌରଭ)
ଯଦି ତୁମେ ଅନ୍ୟପାଇଁ ବଞ୍ଚୁଛ ଓ ତୁମ ପାଇଁ କାହା କୁ ଖୁସି ମିଳୁଛି ତେବେ ତୁମ ଜୀବନ ସାର୍ଥକ ହେଲା ଧରାଯିବ l
" ତୁମ ବ୍ୟବହାର ଯେମିତି ହୋଇବ
ସେମିତି ତୁମକୁ ଭାବିବି
କଟୁ କଥା କହି ମୋତେ ପ୍ରଶ୍ନ କଲେ
ମନ୍ଦ କୁ ଭଲ କି କହିବି ?
( ସୌରଭ )
ସେ ହେଉଛି ଉତ୍ତମ ଛାତ୍ର ଯିଏ ବଡ଼ ଲୋକ ଙ୍କୁ ସମ୍ମାନ
ଦେବା ସହ ଛୋଟ କୁ ମଧ୍ୟ ସ୍ନେହ ବାଣ୍ଟି ଜାଣେ l
ରାଷ୍ଟ୍ର ର ନାୟକ ତାହାକୁ କହିବା ଯା ଜୀବନ ଦେଶ ପାଇଁ,
କଥାରେ କାମରେ ଯାହାର ଗୁରୁତ୍ୱ ସର୍ବଦା ରହି ଅଛଇ l
Everybody saying love is life but reality is that love is trust.
କୌଣସି ବ୍ୟକ୍ତି ସହ ମିଳାମିଶା ଓ କଥାବାର୍ତ୍ତା ଦ୍ୱାରା ତାଙ୍କୁ ଜାଣିପାରିବେ ,କାରଣ ବାହାରକୁ ଅନେକ କଠିନ ପ୍ରକୃତି ର ଲାଗନ୍ତି କିନ୍ତୁ ହୃଦୟ ନରମ ଥାଏ l ସେଠି ଥାଏ ସ୍ୱାଭିମାନ ର ପ୍ରଶ୍ନ l
ସ୍ୱାଭିମାନ ଓ ଅହଙ୍କାର ମଧ୍ୟରେ ଗୋଟିଏ ସୂକ୍ଷ୍ମ ପ୍ରଭେଦ ଯାହା ଜଣେ ବୁଝିଲେ ହିଁ ସିଦ୍ଧାନ୍ତ ରେ ପହଞ୍ଚିବ l