STORYMIRROR




00:00
00:00

Lockdown ଆଉ ପ୍ରେମ - Episode 4: Smruti Au Prema (ସ୍ମୃତି ଆଉ ପ୍ରେମ)

Lockdown ଆ

ରଚନା/ଉପସ୍ଥାପନା: ପ୍ରଜ୍ଞା ମହାପାତ୍ର

What's going on during this lockdown? We brought a series, "Lockdown ଆଉ ପ୍ରେମ" with some Love Stories and Poems just for you.


Here is the 4th episode of the series, Smruti Au Prema (ସ୍ମୃତି ଆଉ ପ୍ରେମ) by Pragyan Mohapatra. A big thanks to all our listeners and the readers who love our previous stories and poems here on YouTube and on our Web portal.


ଏହି ଲକ୍‌ଡାଉନ୍‌ରେ କ'ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, "ଲକ୍‌ଡାଉନ୍ ଆଉ ପ୍ରେମ" ।


ଏହି ସିରିଜ୍‌ର ଚତୁର୍ଥ ଭାଗଟିର ରଚନା କରିଛନ୍ତି ପ୍ରଜ୍ଞା ମହାପାତ୍ର ଏବଂ ସେ ନିଜେ ଏହାର ଉପସ୍ଥାପନା କରିଛନ୍ତି । ଏହି ଭିଡିଓଟିର ସମ୍ପାଦନା କାର୍ଯ୍ୟ କରିଛନ୍ତି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।

Enjoy more

Biography of Veer Surendra Sai (ବୀର ସୁରେନ୍ଦ୍ର ସାଏଙ୍କ ଜୀବନି)

ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପର

Lockdown ଆଉ ପ୍ରେମ - Episode 4: Smruti Au Prema (ସ୍ମୃତି ଆଉ ପ୍ରେମ)

ରଚନା/ଉପସ୍ଥାପନା: ପ୍ରଜ୍ଞା ମହାପାତ୍ର

What's g

Lockdown ଆଉ ପ୍ରେମ – Episode 3: Aji Asu (ଆଜି ଆସୁ) - ShubhaVani (Shubhapallaba Podcast)

ରଚନା/ଉପସ୍ଥାପନା: ମାନସ ରଞ୍ଜନ ଦାଶ

What’s goi

Lockdown ଆଉ ପ୍ରେମ – Episode 1 - ଖୋଜ ମୋତେ – Khoja Mote - ShubhaVani (Shubhapallaba Podcast)

ରଚନା/ଉପସ୍ଥାପନା/ଭିଡିଓ: ଡ. ତୃପ୍ତି ରଞ୍ଜନ ଦାସ