ପୁରସ୍କାର :
- ଶ୍ରେଷ୍ଠ ୩ କବିତା ଓ କାହାଣୀକୁ INR 250 ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
- ଯେଉଁମାନେ ୪ ରୁ ଅଧିକ ସଂଖ୍ୟକ ଲେଖା ଦାଖଲ କରିବେ ତାଙ୍କୁ INR 100 ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
- ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଲେଖା ଗ୍ରହଣ ଅବଧି :
ଜୁଲାଇ ୦୭, ୨୦୨୨ ରୁ ଅଗଷ୍ଟ ୦୭, ୨୦୨୨
ଫଳାଫଳ : ସେପ୍ଟେମ୍ବର ୩୧, ୨୦୨୨