ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଲେଖକ-ଲେଖିକାଙ୍କୁ ପ୍ରଦତ୍ତ ପୁରସ୍କାର ପ୍ରଦାନ କରାଯିବ ।
- କବିତା ବିଭାଗରେ ୫୦ରୁ ଊର୍ଦ୍ଧ୍ଵ କବିତା ଦାଖଲ କରିଥିବା କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ତାଙ୍କ କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।
- କାହାଣୀ ବିଭାଗରେ ୨୦ରୁ ଊର୍ଦ୍ଧ୍ଵ କାହାଣୀ ଦାଖଲ କରିଥିବା କଥାଶିଳ୍ପୀଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।
- ସମୁଦାୟ ୫ରୁ ଅଧିକ ସଂଖ୍ୟକ କୃତି ଦାଖଲ କରିଥିବା ଲେଖକଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦ ଟଙ୍କାର ରିହାତି ଭାଉଚର ପ୍ରଦାନ କରାଯିବ ।
- ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।
ସ୍ଵତନ୍ତ୍ର ପୁରସ୍କାର :
ଯେଉଁ ସାହିତ୍ୟିକମାନେ ଏହି ପ୍ରତିଯୋଗିତା ମାଧ୍ୟମରେ ଆମ ସହ ୧୦ ଜଣ ନୂତନ ଲେଖକ-ଲେଖିକାମାନଙ୍କୁ ଯୋଡ଼ି ତାଙ୍କ ଇ-ମେଲ ଆଇଡ଼ି ଆମକୁ ନିମ୍ନ ଯୋଗାଯୋଗ ଠିକଣାରେ ପ୍ରଦାନ କରିବେ ତାଙ୍କୁ ଆମ ତରଫରୁ ଏକ ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରାଯିବ ।
ବିଭାଗ : କାହାଣୀ | କବିତା
ଭାଷା : ଓଡ଼ିଆ