ଆକାଂକ୍ଷା – ଜୁଲାଇ ସଂଖ୍ୟା ୨୦୧୯
Duration: Jun 5 – Jun 25, 2019
Introduction
ମହାଶୟ / ମହାଶୟା,
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞାତାର୍ଥେ ଜଣାଉଅଛୁ ଯେ, ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋରିମିରର୍ଆରମ୍ଭ କରିଛି ଏକ ନୂତନ ସାରସ୍ଵତ ଯାତ୍ରା । ଯାହା ପ୍ରତି ମାସ ଦଶ ତାରିଖ ପ୍ରକାଶିତ ହୋଇ ଆସୁଛି ।
“ ଆକାଂକ୍ଷା – ଜୁଲାଇ ସଂଖ୍ୟା ୨୦୧୯ ”
ଆସନ୍ତା ଜୁଲାଇ ମାସରେ ଷ୍ଟୋରିମିରର୍ ତରଫରୁ ଏକ ମାସିକ ଇ–ପତ୍ରିକା ପ୍ରକାଶିତ ହେବାକୁ ଯାଉଛି ।
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।
Rules:
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।
Content type:
ଗଳ୍ପ
କବିତା
ସମାଲୋଚନା ବା ପ୍ରବନ୍ଧ
ଆମ ରୋଷେଇ
ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।
Eligibility
ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ
ବି.ଦ୍ର – ଏହି ଲିଙ୍କରେ କେବଳ କବିତା ଓ ଗଳ୍ପ ହିଁ ଗ୍ରହଣଯୋଗ୍ୟ ଆପଣ ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ ବିଭାଗ ପାଇଁ (https://blog.storymirror.com/
Contact :
Pallabini Acharjya
Mo -8637256605