STORYMIRROR

# ଆକାଂକ୍ଷା – ଜୁଲାଇ ସଂଖ୍ୟା ୨୦୧୯

SEE WINNERS

Share with friends

ଆକାଂକ୍ଷା –  ଜୁଲାଇ ସଂଖ୍ୟା ୨୦୧୯  
 
Duration:  Jun 5 – Jun 25,  2019 


Introduction

ମହାଶୟ / ମହାଶୟା, 
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା  । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞାତାର୍ଥେ ଜଣାଉଅଛୁ ଯେ, ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋରିମିରର୍ଆରମ୍ଭ କରିଛି ଏକ ନୂତନ ସାରସ୍ଵତ ଯାତ୍ରା । ଯାହା ପ୍ରତି ମାସ ଦଶ ତାରିଖ ପ୍ରକାଶିତ ହୋଇ ଆସୁଛି ।  

“ ଆକାଂକ୍ଷା –  ଜୁଲାଇ  ସଂଖ୍ୟା ୨୦୧୯ ”

ଆସନ୍ତା ଜୁଲାଇ  ମାସରେ ଷ୍ଟୋରିମିରର୍ ତରଫରୁ ଏକ ମାସିକ ଇ–ପତ୍ରିକା ପ୍ରକାଶିତ ହେବାକୁ ଯାଉଛି । 
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।

 
Rules:

ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।

 
Content type:

 ଗଳ୍ପ 

କବିତା 

ସମାଲୋଚନା ବା ପ୍ରବନ୍ଧ 

ଆମ ରୋଷେଇ

ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ  )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।


Eligibility

ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ


ବି.ଦ୍ର – ଏହି ଲିଙ୍କରେ କେବଳ କବିତା ଓ ଗଳ୍ପ ହିଁ ଗ୍ରହଣଯୋଗ୍ୟ ଆପଣ ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ ବିଭାଗ ପାଇଁ (https://blog.storymirror.com/)  ଲିଙ୍କ ମାଧ୍ୟମରେ ନିଜ ଲେଖା ପ୍ରଦାନ କରନ୍ତୁ । ଏତତ୍ ସହିତ ଆପଣଙ୍କ ନାମ ଓ ଠିକଣା ଲେଖାର ନିମ୍ନରେ ପ୍ରଦାନ କରିବା ସହ ଷ୍ଟୋରିମିରର ପ୍ରୋଫାଇଲ୍ ରେ ନିଜର ଫଟୋ ଉପଲବ୍ଧ କରାନ୍ତୁ ।  


Contact :


Pallabini Acharjya
Mo -8637256605