STORYMIRROR

#The Next Great Podcast

SEE WINNERS

Share with friends

ଆପଣ କେବେ ପୋଡ଼କାଷ୍ଟର ହେବାକୁ ଚିନ୍ତା କରିଛନ୍ତି କି? ବର୍ତ୍ତମାନ ଆପଣଙ୍କ ନିଜ ଭିତରେ ଥିବା ପୋଡ଼କାଷ୍ଟ ଦକ୍ଷତା ଓ ବିଶେଷତାକୁ ସର୍ବସମ୍ମୁଖରେ ପ୍ରଦର୍ଶନ କରିବାର ସର୍ବୋତ୍ତମ ସୁଯୋଗ । କାହାଣୀ, କବିତା କିମ୍ବା ଲଘୁ କଥା ଆକାରରେ ନିଜର ଲେଖା ସେୟାର କରନ୍ତୁ ଏବଂ ଏହାକୁ ଶୀର୍ଷ ଅଡ଼ିଓ ପ୍ଲାଟଫର୍ମରେ ଆଦୃତ ତଥା ବିସ୍ତାର କରନ୍ତୁ ।

ଷ୍ଟୋରୀ ମିରର୍ 'ହବହପର' ସହଭାଗିତାରେ "ଦି ନେକ୍ସଟ ଗ୍ରେଟ ପୋଡକାଷ୍ଟ" ପ୍ରସ୍ତୁତ କରୁଛି। ଏହା ଆପଣଙ୍କ ଲେଖାକୁ ସମଗ୍ର ବିଶ୍ୱରେ ସେୟାର କରିବା ପାଇଁ ଆପଣଙ୍କୁ ପ୍ରଦାନ କରୁଛି ଏକ ବୃହତ୍ତର ସୁଯୋଗ । ଆପଣଙ୍କୁ କେବଳ ଷ୍ଟୋରୀ ମିରରରେ ଉପଲବ୍ଧ ଥିବା ଆପଣଙ୍କର କାହାଣୀ କିମ୍ବା କବିତାକୁ ରେକର୍ଡ଼ କରିବା କିମ୍ବା ଆପଣଙ୍କ ଏକ ନୂତନ କବିତା କିମ୍ବା କାହାଣୀକୁ ରେକର୍ଡ କରିବା ଏବଂ ଏହାକୁ ଅଡ଼ିଓ ବର୍ଗ ଅଧୀନରେ ଦାଖଲ କରିବାକୁ ପଡ଼ିବ ।

ତେବେ, ଆପଣ ପରବର୍ତ୍ତୀ ଜଣେ ସୁଦକ୍ଷ ପରିଚିତ ପୋଡ଼କାଷ୍ଟର ହେବାକୁ ପ୍ରସ୍ତୁତ କି? ତେବେ ଏହା ହିଁ ଆପଣଙ୍କ ପାଇଁ ବଡ଼ ସୁଯୋଗ...

ନିୟମ:

  • ଆପଣ ଯେକୌଣସି ଥିମ୍ ଉପରେ ଆପଣଙ୍କର ଲେଖା ଦାଖଲ କରିପାରିବେ।
  • ଷ୍ଟୋରୀ ମିରରରେ ଆପଣ ଆପଣଙ୍କର ବିଦ୍ୟମାନ ବିଷୟବସ୍ତୁକୁ ରେକର୍ଡ଼ କରିପାରିବେ ଏବଂ ଦାଖଲ କରିପାରିବେ।
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • ସମ୍ପାଦକୀୟ ସ୍କୋର ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ।
  •  ପ୍ରତ୍ୟେକ ଅଡ଼ିଓ ପାଇଁ ସର୍ବନିମ୍ନ ସମୟ ସୀମା ହେଉଛି ୧୦ ସେକେଣ୍ଡ ଏବଂ ସର୍ବାଧିକ ସମୟ ସୀମା ୨ ମିନିଟ୍ ପର୍ଯ୍ୟନ୍ତ ।
  • ଇମେଲ କିମ୍ବା ହାର୍ଡ଼ କପି କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ବିଭାଗ:

ଅଡ଼ିଓ (କାହାଣୀ, କବିତା, ଲଘୁ କଥା)

ଭାଷା:

ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ଓଡ଼ିଆ ଏବଂ ବଙ୍ଗାଳୀ ।


ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସୁଅବସର ସମର୍ପଣ-


ହବହପର୍, ସ୍ପଟିଫାଏ , ଗୁଗୁଲ୍ ପୋଡ଼କାଷ୍ଟ, ଟ୍ୟୁନ୍ ଇନ୍, ଆକାଷ୍ଟ, ଲିସିନନୋଟ୍ସ, ପୋଡ଼କାଷ୍ଟ ଆଡିକ୍ଟ, ପକେଟକାଷ୍ଟ, ବୁଲହର୍ନ, ଗାନା, ଜିଓସାଭନ୍, ୱିଙ୍କ୍ ମ୍ୟୁଜିକ୍, ପୋଡକାଷ୍ଟ ଇଣ୍ଡେକ୍ସ, ପୋଡ଼ଟେଲ, ପୋଡ଼ଏଲପି, ଫାଇଡ଼, ଆମାଜନ ମ୍ୟୁଜିକ୍, ଲିଷ୍ଟନ, ଷ୍ଟୋରୀମିରର୍, ଏମଏକ୍ସ ପ୍ଲେୟାର ଏବଂ ଲିଷ୍ଟନ୍ ପ୍ଲାଟଫର୍ମରେ ଆପଣଙ୍କ ଅଡ଼ିଓକୁ ବଣ୍ଟନ କରାଯିବ।


ପୁରସ୍କାର:

  • ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ମାନପତ୍ର ପାଇବେ ।
  • ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୨ ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯିବ ।
  • ସର୍ବାଧିକ ସଂଖ୍ୟକ ଅଡ଼ିଓ ଦାଖଲ କରୁଥିବା ଅଂଶଗ୍ରହଣକାରୀଙ୍କୁ ହେଡଫୋନ୍ ପ୍ରଦାନ କରାଯିବ ।
  • ସମସ୍ତ ବିଜେତାଙ୍କୁ ଡିଜିଟାଲ୍ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି: ନଭେମ୍ବର ୧୫ , ୨୦୨୨ ରୁ ଡିସେମ୍ବର୨୦ , ୨୦୨୨ ପର୍ଯ୍ୟନ୍ତ ।

ଫଳାଫଳ: ଜାନୁୟାରୀ ୩୦ , ୨୦୨୩

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287