ପ୍ରେମ - ସ୍ଵତନ୍ତ୍ର ସଂକଳନ
Duration: feb 02, 2019 – feb 28, 2019
Introduction
ମହାଶୟ / ମହାଶୟା,
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞାତାର୍ଥେ ଜଣାଉଅଛୁ ଯେ, ଷ୍ଟୋରିମିରର ଅନେକ ନିତ୍ୟ ନୂତନ ଅନୁଭୂତି ଭାବନା ସାଉଁଟି ବା ନିମନ୍ତେ ଏକ ନୂତନ ପଥ ଚରଣ କରିବାକୁ ଯାଉଛି । ଆପଣ ମାନେ ଜାଣିଥିବେ ପ୍ରେମ ଋତୁ ଧୀରେ ଧୀରେ ଆମର ପାଖେଇ ଆସିଲାଣି । ସେଇ ଶାଶ୍ଵତ ପ୍ରେମକୁ ନେଇ ଏକ ସ୍ଵତନ୍ତ ଇ-ସଂକଳନ ପ୍ରକାଶ ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ । ଆଶା ଏହା ସଫଳତାର ଶୀର୍ଷକୁ ସ୍ପର୍ଶ କରିବାରେ ସକ୍ଷମ ହେବ ।
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।
Rules
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
କେବଳ ପ୍ରେମ ବିଷୟକ ( ପ୍ରେମ କହିଲେ ଆପଣ ଯାହା ବୁଝନ୍ତି )ଲେଖା ଆପଣ ପ୍ରଦାନ କରିପାରିବେ ।
Content type
ଗଳ୍ପ
କବିତା
Eligibility
ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ
Prize
ନିର୍ବାଚିତ ଲେଖାକୁ ନେଇ ଏକ ସ୍ଵତନ୍ତ୍ର ଇ - ସଂକଳନ ପ୍ରକାଶ ପାଇବ ।
Contact
ପଲ୍ଲବିନୀ ଆଚାର୍ଯ୍ୟ
ମୋ -8637256605