ଆଶା ଅଭିଳାଷା ପ୍ରଦୀପର ଶିଖା
ପରିବର୍ତ୍ତନର ସ୍ୱର
ବିରଜା ମାଟିର ଆହ୍ୱାନ ହେ ସ୍ରଷ୍ଟା
ସୁଦର୍ଶନ ନୀଳଚକ୍ର
ହେଉ ବିଶ୍ୱର କଲ୍ୟାଣ
ସଞ୍ଚରୁ ସାହିତ୍ୟ ଶାନ୍ତି ମୈତ୍ରୀ ପ୍ରୀତି
ପ୍ରସରୁ ଭାରତ ଜ୍ଞାନ ।
ବନ୍ଧୁଗଣ ! ସାହିତ୍ୟର ପ୍ରଚାରପ୍ରସାର ପାଇଁ ବ୍ୟକ୍ତିଗତ ଭାବେ ସବୁବେଳେ ଚେଷ୍ଟାରତ ତଥା ଚଳିତ #୨୦୨୧ ବର୍ଷ ନିମନ୍ତେ ବର୍ଷର ଶ୍ରେଷ୍ଠ ଲେଖକ (ସମ୍ପାଦକ ଚୟନ)ରେ ବିଜୟୀ ଘୋଷିତ କବି ଓ ଲେଖକ ଭରତବନ୍ଧୁ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ '#ଭାରତୀ : ଭରତବନ୍ଧୁ ବିଶ୍ଵାଳ' ଶୀର୍ଷକ ଏହି ପ୍ରତିଯୋଗିତା ଆୟୋଜିତ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାନ୍ତୀୟ କ୍ଷେତ୍ରରେ ସାହିତ୍ୟର ପ୍ରଚାର ଓ ପ୍ରସାର ସାଧନ ସହ ସବୁ କ୍ଷେତ୍ରର ଲେଖକ ଓ କବିମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ।
ତେବେ ଆସନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଏହାକୁ ସଫଳ କରିବା ।
କୃତି ନିମ୍ନ ବିଷୟ ଆଧାରିତ ହେବା ଉଚିତ୍ :
୧. ଧର୍ମ, ଦର୍ଶନ ଏବଂ ସାମାଜିକ ମୂଲ୍ୟବୋଧକୁ ଉଜ୍ଜିବୀତ କରୁଥିବା ତଥା ମୂଳ ସିଦ୍ଧାନ୍ତ ଉଜାଗର କରୁଥିବା ବିଷୟବସ୍ତୁ ଗୁଡିକର ଚୟନ।
୨. ସାହିତ୍ୟ ମାଧ୍ୟମରେ ସତ୍ୟ-ଶିବ-ସୁନ୍ଦର ପରିକଳ୍ପନା ଏବଂ ଏହାର ସାକାର ରୂପ ନିମନ୍ତେ ସୃଜନ ସଂକଳ୍ପ ।
୩.ଏକ ସୁସଂହତ, ବୌଦ୍ଧିକ ସମାଜ ଗଠନ ଦିଗରେ ସାହିତ୍ୟର ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ।
ସର୍ତ୍ତାବଳୀ :
ପୁରସ୍କାର :
ଲେଖା ଗ୍ରହଣ ଅବଧି :
ମାର୍ଚ୍ଚ ୫, ୨୦୨୨ ରୁ ମାର୍ଚ୍ଚ ୨୦, ୨୦୨୨
ଫଳାଫଳ: ଏପ୍ରିଲ ୨୦, ୨୦୨୨
ଭାଷା : ଓଡ଼ିଆ
ବିଭାଗ : କବିତା ଓ କାହାଣୀ
କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ଭରତବନ୍ଧୁ ବିଶ୍ଵାଳଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ।
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608, +91 91106 62845