STORYMIRROR

ଉତ୍କଳ ଯା'ର...

ଉତ୍କଳ ଯା'ର ନାମଟି ତା'ର ଉତ୍କଳୀୟ ପରମ୍ପରା, ଉଡ୍ରରୁ ପୁଣି ଓଡ଼ିଶା ହେଲା ଅଙ୍ଗ,ବଙ୍ଗ,କଳିଙ୍ଗ ସେ ଧରା, ଓଡ଼ିଶା, ଆମେ ଓଡ଼ିଆ, ଭାରି ସୁନ୍ଦର କଥା ଟି ତା'ର ଭାରି ସୁନ୍ଦର ଭାଷା, ଓଡିଶା, ଆମେ ଓଡ଼ିଆ..! @ଇନ୍ଦ୍ରଧନୁର ରଂଗ..🌷

By Debadatta Jena
 268


More oriya quote from Debadatta Jena
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments