STORYMIRROR

ତୁମକୁ ଖୋଜେ...

ତୁମକୁ ଖୋଜେ ହୃଦୟର ନୀଳ କନ୍ଦରେ ତୁମେ ପରା ଅଛ ସେଇଠି ମୋରି ନୀଳୟ ମଧ୍ୟରେ। କେହି ନଦେଖିବା ପରି କେହି ନ ଅନୁଭବିବା ପରି ତୁମକୁ ମୁଁ ପ୍ରତିକ୍ଷଣେ ଦେଖେ ପ୍ରତିକ୍ଷଣେ ଅନୁଭବ କରେ ମୋର ସେହି ଅମୃତ ଭାବନାରେ। (ମନୋରମା ସାହୁ)

By Manorama Sahoo Rollno 26
 220


More oriya quote from Manorama Sahoo Rollno 26
1 Likes   0 Comments
19 Likes   0 Comments
6 Likes   0 Comments
12 Likes   0 Comments
27 Likes   0 Comments