STORYMIRROR

ତୁମେ ସାଗର...

ତୁମେ ସାଗର ହେଲେ ମୁ ଜୁଆର ତୁମେ ନିଦ ହେଲେ ମୁ ସ୍ୱପ୍ନ ତମେ କବିତା ହେଲେ ମୁ କାଳି ତମେ ଆଉ ମୁ ଆମେ ଦୁଇଟା ଦେହ ହେଲେ ମନ ଗୋଟେ

By Swati Mohapatra
 236


More oriya quote from Swati Mohapatra
16 Likes   0 Comments