STORYMIRROR

ତୁ ସିନା ଆଜି...

“ ତୁ ସିନା ଆଜି ମୋ ପାଖରେ ନାହୁଁ ହେଲେ ମୋର ପ୍ରତି ଟି ବିଶ୍ବାସ ରେ ପ୍ରତି ଟି ନିଃଶ୍ୱାସ ରେ କେବଳ ତୁ ହିଁ ବାସୁଛୁ , ପ୍ରତି ଟି ରାତିରେ ମୁଁ ଶୋଇବାକୁ ଡରୁଛି କାହିଁକି ଜାଣିଛୁ କାଳେ ସ୍ଵପ୍ନ ରେ ବି ତୁ ଆସି ପୁଣି ଥରେ ଦୂରେଇ ଯିବୁ ମୋ ଠାରୁ । ”

By Anita Jena
 203


More oriya quote from Anita Jena
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments