STORYMIRROR
"ତୋରପାଦଧୂଳି...
"ତୋରପାଦଧୂଳି...
"ତୋରପାଦଧୂଳି...
“
"ତୋରପାଦଧୂଳି ଦେହେଦେଲେବୋଳି
ଦୁଃଖ ହୋଇଯାଏ ଦୂର,
ମାଆର ପଣତ ଢାଙ୍କିଦେଲେ ଥରେ
ନଥାଏ ଭୟ କି ଡର "
"ମାଆମୋ ବିଶ୍ୱାସ ମାଆମୋ ନିଶ୍ୱାସ
ମାଆ ମୋ ସପନ ରାଜି,
ଶପଥ କରୁଛି ଶୁଝିବି ତୋ ଋଣ
ଶ୍ରବଣ କୁମାର ସାଜି "
”
159
More oriya quote from Chittaranjan Prusty
Download StoryMirror App