STORYMIRROR

ତୋ ଠାରୁ...

ତୋ ଠାରୁ କେହି ନାହିଁ ଶୀତଳ, ତୋ ପରି କେହି ହୁଏନି ଆକୁଳ ସନ୍ତାନର ତୁ ଆନ୍ଧର ଲଉଡ଼ି, ତୁ ମମତାର ଆସର, ମା ତୋ ପରି କେହି ନାହିଁ ସଂସାରେ, ତୁ ସେନେହର ମନ୍ଦିର।

By krushnapriya SAHU
 73


More oriya quote from krushnapriya SAHU
19 Likes   0 Comments
28 Likes   0 Comments
1 Likes   1 Comments