STORYMIRROR
"ସୁଅ...
"ସୁଅ ମୁଁହରେ ପତର...
"ସୁଅ ମୁଁହରେ...
“
"ସୁଅ ମୁଁହରେ ପତର ପରି
ଜୀବନର ରାସ୍ତା ଅଙ୍କା ବଙ୍କା
ନଈ ରୂପେ ବହିଯାଏ ଦୁରଦିଗନ୍ତକୁ,
ଆଦିନିଆ ମେଘଟା ଅକସ୍ମାତ ବରଶି
ଭିଜେଇ ଦେଇ ଚାଲିଗଲା କାହିଁ କେତେ ଦୂରକୁ,
ପ୍ରତିଛବି ଅଙ୍କିଦେଲା ମନର କାନଭାସ ରେ,
ରୂପ ତାର ଅଧରଖି ଫିଙ୍ଗି ଦେଲା
ଦୁରଦିଗନ୍ତକୁ ।।
”
139
More oriya quote from Madhulita Nayak
Download StoryMirror App