STORYMIRROR
"ସତ...
"ସତ କେବେ ନୁହେଁ...
"ସତ କେବେ...
“
"ସତ କେବେ ନୁହେଁ ଛଦ୍ମବେଶୀ
ଖୋଜିବାକୁ ହେବ ମୁଖାକୁ ଆଡ଼େଇ,
ଲୁଚିବାକୁ ଭଲ ପାଉଥିବା ମୁହଁ
କେବେ ପାରେନାହିଁ ସମ୍ପର୍କ
ଜଡେଇ
ଦିନପରି ଏତେ ଆଲୋକିତ ଦେଶେ ;
ତଥାପି କି ସତ ରହିପାରେ କେଉଁ ଛଦ୍ମବେଶେ ?"
”
38
More oriya quote from Manoj Manmay
Download StoryMirror App