STORYMIRROR
ସପନରେ...
ସପନରେ ଆଉ ଆସନାହିଁ...
ସପନରେ ଆଉ...
“
ସପନରେ ଆଉ ଆସନାହିଁ ସାଥି
ଉଜାଗରେ କଟେ ରାତି ,
ସୁଖ ବଦଳରେ ଦୁଃଖ ଉପହାର
ଦିଅ ନାହିଁ ଆଉ ସାଥୀ ।।
କେମିତି ଭୁଲିବି ଅତୀତର ସ୍ମୃତି
ପଡ଼ୁଥାଏ ଯେବେ ମନେ ,
ତୁମର ସେ ମୁଖ, ଲାଜ ମିଶା ହସ
ଫେରିବନି ଏ ଜୀବନେ ।।
ଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ
କର କାହିଁ ଅଭିମାନ,
ଫେରିଆସ ସାଥୀ ଜୀବନେ ମୋହର
ରଖ ପ୍ରେମିକର ମନ ।।
”
662
More oriya quote from Sisir Kumar Samal
Download StoryMirror App