STORYMIRROR
ସପନ ରେ...
ସପନ ରେ ଆଶା ସପନେ...
ସପନ ରେ ଆଶା...
“
ସପନ ରେ ଆଶା ସପନେ ନିରାଶା ସପନେ ରାଜା ରାଣୀ ଖେଳା,
ସପନ ରେ ଧନ, ସପନରେ ମନ ଆଉ ମନ ଦିଆ ନିଆ କଥା,
ସପନ ହସାଏ ସପନ କନ୍ଦାଏ ସପନ ସତେ ନିଆରା,
ଭାଂଗି ଯାଏ କେତେ ତନ୍ଦ୍ରାର ଆଢୁଆଳେ....
ଏତ ସପନର ସୁନ୍ଦର ବ୍ଯଥା.।
”
240
More oriya quote from PrajnaParamita Aparajita
Download StoryMirror App