STORYMIRROR
ସ୍ନେହ...
ସ୍ନେହ ଆଦରରେ କଥା...
ସ୍ନେହ ଆଦରରେ...
“
ସ୍ନେହ ଆଦରରେ କଥା ହୁଏ,
ମମତାର ସ୍ରୋତ ଧାରାଟିଏ,
ସେବା ଓ ତ୍ୟାଗର ମୂର୍ତ୍ତିଟିଏ,
ନିର୍ଭିକ ସାହସୀ ଶକ୍ତିଟିଏ,
ଧର୍ଯ୍ୟ ବିପଦରେ ମନ୍ତ୍ରଟିଏ,
ଆମ ସଭିଙ୍କର ମାଆ ସିଏ |
”
180
More oriya quote from smrutirekha das
Download StoryMirror App