STORYMIRROR
ସମୟର ଖେଳ ବଡ଼...
ସମୟର ଖେଳ ବଡ଼...
ସମୟର ଖେଳ...
“
ସମୟର ଖେଳ ବଡ଼ ବିଚିତ୍ର
ଅନ୍ୟକୁ ଧୋକା ଦେବା ଆଗରୁ
ଥରେ ନିଜ କଥା ଭାବ
ସବୁବେଳେ ଆଲୋକ ନ ଥାଏ,
ଆଖି ବୁଜି ହେଲେ
ଖାଲି "ଅନ୍ଧାର" ଆଉ "ଅନ୍ଧାର"।
ପ୍ରକାଶ ମାଝୀ
”
178
More oriya quote from Prakash Majhi
Download StoryMirror App