STORYMIRROR
ସମୟ ଖରାପ...
ସମୟ ଖରାପ...
ସମୟ ଖରାପ...
“
ସମୟ ଖରାପ ଥିଲେ
ମିତ୍ର ଶତ୍ରୁ ହୁଏ
ବନ୍ଧୁ ଭୁଲିଯାଏ
ଭାଇ ଭାଗାରୀ ହୁଏ
ପ୍ରେମ ବାହାନା ଖୋଜେ
ସମ୍ପର୍କୀୟ ଦୂରେଇ ଯାଏ
କିନ୍ତୁ ପରିବାର ପ୍ରତି ପରିସ୍ଥିତିରେ ପାଖରେ ଥାଏ !
”
324
More oriya quote from kahnu charan sahu
Download StoryMirror App