STORYMIRROR
ସମୟ କେବେ...
ସମୟ କେବେ...
ସମୟ କେବେ...
“
ସମୟ କେବେ ଥକେନି,କି ରୋକି ହୁଏନି,
ପରିସ୍ଥିତି ଯାହା ଵି ହେଇଥାଉ ନାଁ କାହିଁକି,
ମନରେ ଦୃଢ଼ ଇଚ୍ଛାଶକ୍ତି ଓ ବିଶ୍ୱାସ ଅଛି ତ,
ସୁନିଶ୍ଚିତ କାହାକୁ ହରେଇ ପାରେନି..!
@ଇନ୍ଦ୍ରଧନୁର ରଂଗ..!
”
354
More oriya quote from Debadatta Jena
Download StoryMirror App