STORYMIRROR
"ସମୁଦ୍ର...
"ସମୁଦ୍ରର ଅଗଭୀର...
"ସମୁଦ୍ରର...
“
"ସମୁଦ୍ରର ଅଗଭୀର ଜଳରାଶି
ପବନର କ୍ଷିପ୍ର ଗତିରେ
ଅଶାନ୍ତ ରୂପ ଧରେ,
ଦିଆସିଲିର ଗୋଟିଏ କାଠି
ଉଚ୍ଚ ଅଟାଳିକା କୁ
ମାଟିରେ ପରିଣତ କରେ
ଝିମିଟି ଖେଳରୁ ମହାଭାରତର ସୃଷ୍ଟି
ଜାଣି ମଧ୍ୟ ପ୍ରାଣୀ ମନ
ସେହିଦିଗେ ପ୍ରସରେ"..।।।
”
201
More oriya quote from Madhulita Nayak
Download StoryMirror App