STORYMIRROR
ସମସ୍ତେ...
ସମସ୍ତେ କୁହନ୍ତି...
ସମସ୍ତେ...
“
ସମସ୍ତେ କୁହନ୍ତି ନୂଆ ବର୍ଷ ଆସୁଛି ,
ଏଥର କଣ ନୂଆ କରିବୁ !
ହେଲେ ମୋତେ ଲାଗେ ନୂଆ ବର୍ଷ ଆସିଲେ କେବଳ କ୍ୟାଲେଣ୍ଡର ରୁ ତାରିଖ ଆଉ ମସିହା ହିଁ ବଦଳି ଥାଏ , ମଣିଷ ର ପ୍ରକୃତି , କି ବ୍ୟବହାର ବଦଳି ନ ଥାଏ ।
ଯଦି ଭୁଲ୍ ବାଟ ରେ ଯାଉଥିବା ମଣିଷ ଠିକ୍ ରାସ୍ତା କୁ ଫେରି ଆସେ ତାହେଲେ ତା ପାଇଁ ନୂଆ ବର୍ଷ ସେଇ ଦିନ ଠାରୁ ହିଁ ଆରମ୍ଭ ହେଇ ଥାଏ ।
”
12
More oriya quote from Anita Jena
Download StoryMirror App