STORYMIRROR
ସମସ୍ତେ...
ସମସ୍ତେ କୁହନ୍ତି...
ସମସ୍ତେ...
“
ସମସ୍ତେ କୁହନ୍ତି ବଡ଼ ଭଉଣୀ କୁଆଡେ ମା' ସମାନ କିନ୍ତୁ ଆଜି ଗୋଟିଏ ଘଟଣାରୁ ଅନୁଧ୍ୟାନ କାଲି.... ଯେତେବେଳେ ମୁଁ ମୋ ଫୋନ କୁଆଡେ ଗଲା ବୋଲି ପଚାରିଲି ସେ ମତେ ରୋକଠୋକ କହିଲା କୋଉ ଫୋନ,କାହା ଫୋନ ମୁଁକିଛି ଫୋନ ଫୋନ ଦେଖିନି କିନ୍ତୁ ଯଦି ମା'ହେଇଥାନ୍ତା ସେ ଏ କଥା ନ କହି ଫୋନଖୋଜି ବାରେ ବେସ୍ତ ହୋଇପଡି ଥାନ୍ତା ପ୍ରକୃତ ରେ ମା' ଛଡ଼ା ଏ ଦୁନିଆ ରେ ଆଉ କେହିବି ନିଜର ନୁହନ୍ତି ସବୁ ସ୍ୱାର୍ଥ ପାଇଁ ଆମ ପାଖରେ ଥାନ୍ତି
🙏ପାର୍ବତୀ ପ୍ରଧାନ
ମା ପରି..... ମା ପରି କିଏହେବ
”
302
More oriya quote from sarada com.2020
Download StoryMirror App